Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

🕉️ ପବିତ୍ର ଶ୍ରାବଣ ମାସ ପାଇଁ ଗୁପ୍ତେଶ୍ୱରରେ ପ୍ରସ୍ତୁତି ଜୋରଦାର 🕉️ ପବିତ୍ର ଶ୍ରାବଣ ମାସରେ ବାବା ଗୁପ୍ତେଶ୍ୱରଙ୍କୁ ଜଳଲାଗି କରିବାକୁ ଆସୁଥିବା ହଜାର ହଜାର କାଉଡ଼ିଆ ଭକ୍ତଙ୍କ ସୁରକ୍ଷା, ସୁବିଧା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲକ୍ଷ୍ୟରେ ଗୁପ୍ତେଶ୍ୱର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତମାନଙ୍କ ପାଇଁ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ସୁରକ୍ଷା ଏବଂ ଆଇନଶୃଙ୍ଖଳା ସମ୍ପର୍କରେ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଦର୍ଶନକୁ ପ୍ରାଥମିକତା ଦେଇ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରୁଛି। 🕉️ ହର ହର ମହାଦେବ 🔱 #Gupteswar #Shravan2026 #BolBam #Kanwariya #Koraput #Odisha #HarHarMahadev #LocalNews

Koraput Town, Koraput | Jul 29, 2026

MORE NEWS

ଜୟପୁର ପୋଲିସର ପରିବା ପନିଆଁ ଉପରେ ପ୍ରଶ୍ନ, ଜାତୀୟ ରାଜପଥ ଅବରୋଧ, ସମଷ୍ୟାରେ ସାଧାରଣ ଲୋକ, ଅଚିନ୍ତାରେ ପୋଲିସ,24 ଘଣ୍ଟା ପରେବି ହତ୍ୟାକାରୀକୁ ଗିରଫ କରାଯାଇନଥିବା ରୁ ପରିବାର ଲୋକଙ୍କ ଅସନ୍ତୋଷ, ଗତକାଲି ଛାତ୍ରଙ୍କ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି

ଜୟପୁର ପୋଲିସର ପରିବା ପନିଆଁ ଉପରେ ପ୍ରଶ୍ନ, ଜାତୀୟ ରାଜପଥ ଅବରୋଧ, ସମଷ୍ୟାରେ ସାଧାରଣ ଲୋକ, ଅଚିନ୍ତାରେ ପୋଲିସ,24 ଘଣ୍ଟା ପରେବି ହତ୍ୟାକାରୀକୁ ଗିରଫ କରାଯାଇନଥିବା ରୁ ପରିବାର ଲୋକଙ୍କ ଅସନ୍ତୋଷ, ଗତକାଲି ଛାତ୍ରଙ୍କ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି

Koraput Town, Koraput | Aug 1, 2026

ଜୟପୁର: ପୁଣି ବାରିଣୀପୁଟ ଛକରେ NH 26 ଅବରୋଧ। ରାସ୍ତାରେ ଶବ ରଖି ଧାରଣା ଦେଲେ ମୃତ ଛାତ୍ରଙ୍କ ସମ୍ପର୍କୀୟ। ଗତ କାଲି ମଧ୍ଯ ଅବରୋଧ କରିଥିଲେ #jeypore #koraput

ଜୟପୁର: ପୁଣି ବାରିଣୀପୁଟ ଛକରେ NH 26 ଅବରୋଧ। ରାସ୍ତାରେ ଶବ ରଖି ଧାରଣା ଦେଲେ ମୃତ ଛାତ୍ରଙ୍କ ସମ୍ପର୍କୀୟ। ଗତ କାଲି ମଧ୍ଯ ଅବରୋଧ କରିଥିଲେ #jeypore #koraput

Koraput Town, Koraput | Aug 1, 2026

ଧାନ ବିଲରେ ଗୁଞ୍ଜୁଛି ଆଦିବାସୀ ଗୀତ, ପରମ୍ପରାକୁ ଜୀବନ୍ତ ରଖୁଛନ୍ତି କୋରାପୁଟର ମହିଳା 

କୋରାପୁଟର ବିଭିନ୍ନ ଅଞ୍ଚଳରେ ବର୍ଷା ଋତୁ ସହ ଆରମ୍ଭ ହୋଇଛି ଧାନରୁଆ କାମ। ଧାନ ବିଲରେ ଏକାଠି ହୋଇ ମହିଳାମାନେ ପାରମ୍ପରିକ ଆଦିବାସୀ ଗୀତ ଗାଇ ଧାନରୁଆ କରୁଛନ୍ତି। ଏହି ସୁର କେବଳ କାମକୁ ସହଜ କରୁନାହିଁ, ବରଂ ପିଢ଼ି ପିଢ଼ି ଧରି ଚାଲିଆସୁଥିବା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଜୀବନ୍ତ ରଖିଛି।
ପ୍ରକୃତି, ପରିଶ୍ରମ ଓ ଲୋକସଂସ୍କୃତିର ଏହି ଅନନ୍ୟ ସମନ୍ୱୟ କୋରାପୁଟର ପରିଚୟକୁ ଆହୁରି ସମୃଦ୍ଧ କରୁଛି।

ଆପଣଙ୍କ ଅଞ୍ଚଳରେ ମଧ୍ୟ ଏଭଳି ପାରମ୍ପରିକ ଧାନରୁଆ ଗୀତ ଶୁଣିବାକୁ ମିଳେ କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। 

#Koraput #ଧାନରୁଆ #ଆଦିବାସୀ_ଗୀତ #ପରମ୍ପରା #କୃଷି #OdiaCulture #VoiceOfKoraput

ଧାନ ବିଲରେ ଗୁଞ୍ଜୁଛି ଆଦିବାସୀ ଗୀତ, ପରମ୍ପରାକୁ ଜୀବନ୍ତ ରଖୁଛନ୍ତି କୋରାପୁଟର ମହିଳା କୋରାପୁଟର ବିଭିନ୍ନ ଅଞ୍ଚଳରେ ବର୍ଷା ଋତୁ ସହ ଆରମ୍ଭ ହୋଇଛି ଧାନରୁଆ କାମ। ଧାନ ବିଲରେ ଏକାଠି ହୋଇ ମହିଳାମାନେ ପାରମ୍ପରିକ ଆଦିବାସୀ ଗୀତ ଗାଇ ଧାନରୁଆ କରୁଛନ୍ତି। ଏହି ସୁର କେବଳ କାମକୁ ସହଜ କରୁନାହିଁ, ବରଂ ପିଢ଼ି ପିଢ଼ି ଧରି ଚାଲିଆସୁଥିବା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଜୀବନ୍ତ ରଖିଛି। ପ୍ରକୃତି, ପରିଶ୍ରମ ଓ ଲୋକସଂସ୍କୃତିର ଏହି ଅନନ୍ୟ ସମନ୍ୱୟ କୋରାପୁଟର ପରିଚୟକୁ ଆହୁରି ସମୃଦ୍ଧ କରୁଛି। ଆପଣଙ୍କ ଅଞ୍ଚଳରେ ମଧ୍ୟ ଏଭଳି ପାରମ୍ପରିକ ଧାନରୁଆ ଗୀତ ଶୁଣିବାକୁ ମିଳେ କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। #Koraput #ଧାନରୁଆ #ଆଦିବାସୀ_ଗୀତ #ପରମ୍ପରା #କୃଷି #OdiaCulture #VoiceOfKoraput

Koraput Town, Koraput | Aug 1, 2026

🕉️ ପବିତ୍ର ଶ୍ରାବଣ ମାସ ପାଇଁ ଗୁପ୍ତେଶ୍ୱରରେ ପ୍ରସ୍ତୁତି ଜୋରଦାର 🕉️ ପବିତ୍ର ଶ୍ରାବଣ ମାସରେ ବାବା ଗୁପ୍ତେଶ୍ୱରଙ୍କୁ ଜଳଲାଗି କରିବାକୁ ଆସୁଥିବା ହଜାର ହଜାର କାଉଡ଼ିଆ ଭକ୍ତଙ୍କ ସୁରକ୍ଷା, ସୁବିଧା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲକ୍ଷ୍ୟରେ ଗୁପ୍ତେଶ୍ୱର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତମାନଙ୍କ ପାଇଁ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ସୁରକ୍ଷା ଏବଂ ଆଇନଶୃଙ୍ଖଳା ସମ୍ପର୍କରେ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଦର୍ଶନକୁ ପ୍ରାଥମିକତା ଦେଇ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରୁଛି। 🕉️ ହର ହର ମହାଦେବ 🔱 #Gupteswar #Shravan2026 #BolBam #Kanwariya #Koraput #Odisha #HarHarMahadev #LocalNews - Koraput Town News