ସମ୍ବଲପୁର ମ୍ୟୁନିସିପାଲଟି: ଯୁଗୀପାଲି ଗ୍ରାମବାସୀ ହେଲେ ଅଇଁଠାପାଲି ଥାନା ଦ୍ୱାରସ୍ଥ
ଯୁଗୀପାଲି ଗ୍ରାମବାସୀ ହେଲେ ଅଇଁଠାପାଲି ଥାନା ଦ୍ୱାରସ୍ଥ ମିଳିଥିବା ସୂଚନା ଅନୁଯାଇ ନାମ ଯଜ୍ଞ ସମୟରେ ବିବାଦ ଓ ଛୁରୀ ଆକ୍ରମଣ କରାଯାଇଥିବା ନେଇ ଥାନା ରେ ଅଭିଯୋଗ ହେଇଛି l ଏ ନେଇ ଗ୍ରାମବାସୀ ମାନେ ଥାନା ଦ୍ୱାରସ୍ଥ ହେଇଥିବା ସୂଚନା ମିଳିଛି l