ଛତ୍ରପୁର: ଖଲ୍ଲିକୋଟ ବିରିପୁର ଅଞ୍ଚଳର ଯୁବକ ଆମ୍ବୁଲାନ୍ସ ଖରାପ ହେବାରୁ ମୃତ୍ୟୁ ଘଟଣା, ବ୍ରହ୍ମପୁର ଠାରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ଆଇନଜୀବୀ
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିରିପୁର ଅଞ୍ଚଳର ଯୁବକ ଆମ୍ବୁଲାନ୍ସ ଖରାପ ହେବାରୁ ଅଧାବାଟରେ ଚାଲିଯାଇଥିଲା ଜୀବନ ।ରବିବାର ବିଜେଡିର ଏକ ଟିମ୍ ମୃତକଙ୍କ ପରିବାରକୁ ଭେଟିଛନ୍ତି। ତେବେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ବିଜେଡିକୁ ଟାର୍ଗେଟ୍ କରି ରବିବାର ସଂଧ୍ୟାରେ ବ୍ରହ୍ମପୁର ଠାରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ ତଥା ରାଜ୍ଯ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ।