ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗ୍ରାମରେ ପବିତ୍ର ଶିବରାତ୍ରି ଉପଲକ୍ଷେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଥିବାବେଳେ ଶୁକ୍ରବାର ଅପରାହ୍ନରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଶହଶହ ପୁରୁଷ ଓ ମହିଳା ଗାଁ ପୋଖରୀ ରୁ କଳସ ବୁଡାଇ ଏକ ଶୋଭାଯାତ୍ରାରେ ପ୍ରହରୀମଣ୍ଡପ କୁ ଆଣିଥିଲେ।ଆସନ୍ତା ସୋମବାର ଦିନ ଷୋହଳ ପ୍ରହର ନାମଯଜ୍ଞ ର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ।