Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ନବରଙ୍ଗପୁର ପୋଲିସ ଷ୍ଟେସନ: ଆଖଣ୍ଡଳମଣି ମନ୍ଦିର ସଭାଗୃହ ଠାରେ ବରିଷ୍ଠ ନାଗରିକ ସଙ୍ଘର ୮ମ ବାର୍ଷିକ ଉତ୍ସବରେ ଯୋଗଦେଲେ ନବରଙ୍ଗପୁର ବିଧାୟକ

ନବରଙ୍ଗପୁର ଆଖଣ୍ଡଳମଣି ମନ୍ଦିର ସଭାଗୃହ ଠାରେ ବରିଷ୍ଠ ନାଗରିକ ସଙ୍ଘର ୮ମ ବାର୍ଷିକ ଉତ୍ସବ ବହୁ ଆଢମ୍ବର ରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ନାଗରିକ ମାନେ ସମାଜରେ ଅନେକ ଜନହିତକର କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇ ଜିଲ୍ଲାରେ ଏକ ପ୍ରତିଷ୍ଠା ଲାଭ କରିଛନ୍ତି l ଗରିବ ନିଃସହାୟ ମାନଙ୍କୁ ସାହାଯ୍ୟ ସହଯୋଗ କରିବାରେ ଆଗେଇ ଆସନ୍ତି l ଏଠାରେ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଯୋଗଦେଇ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରିବା ସହ ସ୍ନେହାଶୀର୍ବାଦ ଲାଭ କରିଥିଲେ l