କେନ୍ଦ୍ରାପଡା: ତାଳସଙ୍ଗାରେ ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ମାନ ଉତ୍ସବ: କୃତି ପ୍ରତିଭାଙ୍କୁ ସମ୍ମାନିତ କଲେ ଚିତ୍ତରଞ୍ଜନ ଦାସ
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ତାଳସଙ୍ଗା ପଞ୍ଚାୟତରେ ନିଖିଳ ଅଖିଳ କ୍ଷତ୍ରୀୟ ସାମାଜିକ ସଂଗଠନ ଦ୍ୱାରା ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ମାନ ଉତ୍ସବ-୨୦୨୬ ଅନୁଷ୍ଠିତ। ମହାକାଳପଡ଼ା ଜନନେତା ଚିତ୍ତରଞ୍ଜନ ଦାସ ଯୋଗଦେଇ କୃତି ପ୍ରତିଭାଙ୍କୁ ସମ୍ମାନିତ କଲେ।