ବିଶାଖାପାଟଣା ରୁ ମାଙ୍ଗାନିଜ ଧରି ରାୟଗଡ଼ ଯାଉଥିବା ଏକ ଟ୍ରକ ମଙ୍ଗଳବାର ଭୋର ୬ଟା ସମୟରେ ବ୍ଳକଛକନିକଟରେ ବିପରୀତ ପଟରୁ ଆସୁଥିବା ହାଇଓ୍ବା ଟ୍ରକ ସହମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ହାଇଓ୍ବା ର ଦୁଇ ସାମାନା ଚକ ଫାଟି ଯାଇଥିଲା । ଘଟଣାର ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।ଚାଳକ ଅଳ୍ପକେ ବତ୍ତୀ ଯାଇଛନ୍ତି ।