ଓଟିଏମ୍ ଷ୍ଟାଫ କଲୋନୀରେ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କଲା ପୁଲିସ। ଅଭିଯୁକ୍ତଙ୍କଠାରୁ ଲ୍ୟାପଟପ, ମୋବାଇଲ, କ୍ୟାମେରା ଓ ରୂପା ଅଳଙ୍କାର ସମେତ ବିଭିନ୍ନ ସାମଗ୍ରୀ ଜବତ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।