ପୁରୀ: ମହିଳା ହକି ଦଳକୁ ମାନସ ସାହୁଙ୍କ ସ୍ୱତନ୍ତ୍ର ବାଲୁକା ଶ୍ରଦ୍ଧାଞ୍ଜଳି
Puri, Puri | Oct 3, 2026
ଭାରତୀୟ ମହିଳା ହକି ଦଳର ସ୍ୱର୍ଣ୍ଣ ପଦକ ବିଜୟ ପରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ କୁମାର ସାହୁ ପୁରୀସ୍ଥିତ ଷ୍ଟୁଡିଓରେ ୪୪ ମିନିଟର ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ୍ ମାଧ୍ୟମରେ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।