ସୁନ୍ଦରଗଡ ସହର: ସଦର ରେଞ୍ଜ ରାଉଳ ଡେଗାରେ ଏକ ପେଡ ମା ' କେ ନାମ ରେ ଗଛ ଲଗାଇଲେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ
ଆଜି ସେପ୍ଟେମ୍ୱର 17 ତାରିଖ ମଧ୍ୟାହ୍ନ 12 ଟାରେ ଏହି ସଂକଳ୍ପ ଯୁକ୍ତ ଅଭିଯାନରେ ସାମିଲ ହୋଇ ରାଉଳ ଡେଗାରେ ଏକ ପେଡ ମା ' କେ ନାମ ରେ ଏକ ଗଛ ଲଗାଇଛନ୍ତି ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ। ଉପବାଚସ୍ପତି ରାଉଳ ଡେଗାରେ ଏହି ବୃକ୍ଷ ଲଗାଇବା ନେଇ ଡି ଏଫ୍ ଓଙ୍କୁ ସୂଚନା ଦେବା ପରେ ବନ ବିଭାଗୀୟ ଅଧିକାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମାନ୍ୟବର ଉପ ବାଚସ୍ପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇଙ୍କୁ ଏହି ବୃକ୍ଷ ରୋପଣରେ ସହଯୋଗ କରିଥିଲେ। ତେବେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଯେଉଁଠି ବି ଟିକିଏ ସରକାରୀ ଜାଗା ଅଛି ସବୁଠାରେ ଗଛ ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ତେବେ