ରାୟଗଡା: ଗୁଣପୁର ମେଡିକାଲ ଭିତରେ କର୍ମଚାରୀଙ୍କ ଭୋଜିଭାତ, ଭିଡିଓ ଭାଇରାଲ
ରାୟଗଡ଼ା ଗୁଣପୁର ଉପଖଣ୍ଡ ଚିକିତ୍ସା କେନ୍ଦ୍ରର ମୁଖ୍ୟ କିରାଣୀଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଭୋଜିଭାତ ଚାଲିଥିବାର ଏକ ଭିଡିଓ ଭାଇରାଲ ହୋଇଛି। ହସ୍ପିଟାଲ ପରିସରରେ ଏଭଳି କାର୍ଯ୍ୟକଳାପ ସରକାରୀ ନିୟମର ଉଲଂଘନ ବୋଲି ଚର୍ଚ୍ଚା ହେଉଛି।