ବିଞ୍ଝାରପୁର: ରାତି ପାଇଲେ ମା କାଳୀଙ୍କ ପୂଜା ବ୍ୟାସନଗର ସହରର ପୋଲିସ ପ୍ରସ୍ତୁତିକୁ ନେଇ ଗୋପବନ୍ଧୁ ଛକରେ ସୂଚନା ଦେଲେ ଅତିରିକ୍ତ ଏସପି
ରାତି ପାଇଲେ ମା କାଳୀଙ୍କ ପୂଜା ବ୍ୟାସନଗର ସହରର ପୋଲିସ ପ୍ରସ୍ତୁତିକୁ ନେଇ ଗୋପବନ୍ଧୁ ଛକରେ ସୂଚନା ଦେଲେ ଅତିରିକ୍ତ ଏସପି l ବ୍ୟାସନଗର ପୌର ପରିଷଦ ରେ ଏବେ ମା କାଳୀପୂଜା ଗଣ ପର୍ବରେ ପାଲଟି ଯାଇଛି l ଏହି ପୂଜା ପାଇଁ ହଜାର ଭକ୍ତଙ୍କ ସମାଗମ ହେବ l ଏହାକୁ ଦୃଷ୍ଟି ରେ ରଖି ପୋଲିସର ପ୍ରସୂତିକୁ ନେଇ ଆଜି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି