ସଦର: ଭବାନୀପାଟଣା ଠାରେ ମାଁ ମାଣିକେଶ୍ୱରୀଙ୍କ ପବିତ୍ର ବିଜୟ ଯାତ୍ରା ବା ଛତର ଯାତ୍ରାରେ ସାମିଲ ହେଲେ କଳାହାଣ୍ଡି ସାଂସଦ
ଭବାନୀପାଟଣା ଠାରେ ପ୍ରସିଦ୍ଧ ମାଁ ମାଣିକେଶ୍ୱରୀଙ୍କ ପବିତ୍ର ବିଜୟ ଯାତ୍ରା ବା ଛତର ଯାତ୍ରାରେ ସାମିଲ ହୋଇଛନ୍ତି କଳାହାଣ୍ଡି ସାଂସଦ ମାଳବିକା ଦେବୀ। ଆଜି ଗୋଟାଏ ସମୟ ପର୍ଯ୍ୟନ୍ତ ଛତର ଯାତ୍ରାରେ ସାମିଲ ହୋଇ ମାଁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଦଶଭୁଜା ମାଁ ରାଜ ରାଜେଶ୍ୱରୀ ମାଁ ମାଣିକେଶ୍ୱରୀଙ୍କ ପାଖରେ ସମସ୍ତଙ୍କ ମଙ୍ଗଳ କାମନା ପାଇଁ ପୂଜା କରିଥିଲେ।