Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ନବରଙ୍ଗପୁର ପୋଲିସ ଷ୍ଟେସନ: କଂସାରୀଗୁଡା ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲ ନବରଙ୍ଗପୁର ବିଧାୟକ

ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଗସ୍ତ କରିଥିଲେ l ବ୍ଲକ ର କଂସାରୀଗୁଡା ଗ୍ରାମର ଯୁଧିଷ୍ଠିର କଂସାରୀ ଙ୍କ ସୁପୁତ୍ର ର ଏକୋଇଶିଆ ଓ ନାମକରଣରେ ରେ ଯୋଗଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖିରୋଦ ଚନ୍ଦ୍ର ସାହୁ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l ଶେଷରେ ବିଧାୟକ ଗ୍ରାମ ଲୋକଙ୍କ ସହ ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ l
ନବରଙ୍ଗପୁର ପୋଲିସ ଷ୍ଟେସନ: କଂସାରୀଗୁଡା ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲ ନବରଙ୍ଗପୁର ବିଧାୟକ - Nabarangapur PS News