ମାର୍ଶାଘାଇ: ମାର୍ଶାଘାଇରେ ସେବା ସେତୁ ଅଭିଯାନ: ହିତାଧିକାରୀଙ୍କୁ ମିଳିଲା ପଟ୍ଟା, ରାସନ କାର୍ଡ ଓ ଭତ୍ତା
ମାର୍ଶାଘାଇ ବ୍ଲକରେ ଆୟୋଜିତ ସେବା ସେତୁ ଅଭିଯାନରେ ଯୋଗଦେଲେ ସାଂସଦ ବୈଜୟନ୍ତ ପଣ୍ଡା ଓ ମହାକାଳପଡ଼ା ବିଧାୟକ। ହିତାଧିକାରୀଙ୍କୁ ଜମି ପଟ୍ଟା, ରାସନ କାର୍ଡ ଓ ଭତ୍ତା ବଣ୍ଟନ ସହ ସାଧାରଣଙ୍କ ଅଭିଯୋଗ ଶୁଣିଲେ ନେତା।