ଦେବଗଡ: ଦେବଗଡ଼ ରିଆମାଳ ବ୍ଲକରେ ଆୟୋଜିତ ହେଲା ‘ରଙ୍ଗୋଲି ରାଷ୍ଟ୍ର’ କାର୍ଯ୍ୟକ୍ରମ
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକରେ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆୟୋଜିତ ହେଲା ‘ରଙ୍ଗୋଲି ରାଷ୍ଟ୍ର’ କାର୍ଯ୍ୟକ୍ରମ। ସମବାୟ, ହସ୍ତଶିଳ୍ପ ଓ ରେଶମ ଶିଳ୍ପ ବିଭାଗ ପକ୍ଷରୁ ଏହି ଅଭିଯାନ ହାତକୁ ନିଆଯାଇଛି।