କଟକ ପୌରାଞ୍ଚଳ: ବ୍ରଜମୋହନ ମହାନ୍ତି ସ୍ମୃତିରେ ସାରସ୍ୱତ ସନ୍ଧ୍ୟା ଉଦଘାଟନ ଓ ସ୍ମରଣ ସମାରୋହ
ଗତ କାଲି ବଙ୍ଗାଳିସାହି ମା ଶାରଳା ସଦନରେ ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ବ୍ରଜମୋହନ ମହାନ୍ତିଙ୍କ ସ୍ମୃତିରେ ସାରସ୍ୱତ ସନ୍ଧ୍ୟା ଉଦଘାଟନ ହୋଇଥିଲା। ଡ଼କ୍ଟର ଉଦ୍ଧବ ଚରଣ ନାୟକଙ୍କୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଅନେକ ସାହିତ୍ୟିକ ଓ କଳାକାର ମଧ୍ୟ ଏହି ଅବସରରେ ଅଂଶଗ୍ରହଣ କରିଥିଲେ।