ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦଳପାଲିରେ ଦଲପାଲିକପ କ୍ରିକେଟ ଟୁଣ୍ଟାମେଣ୍ଟ ଗୁରୁବାର ଅପରାହ୍ନ ରେ ଉଦଯାପିତ ହୋଇ ଯାଇଛି ।ଫାଇନାଲ ଖେଳ ବଲାଙ୍ଗୀର ଏବଂ ଦୈତାରୀ ମୁଣ୍ଡା ମଧ୍ୟ ରେ ଅନୁଷ୍ଠିତ ହୋଇ ବଲାଙ୍ଗୀର ବିଜୟୀ ହୋଇ ଥିଲେ ।ଉଦଯାପନଘ ଉତ୍ସବ ରେ ସାମ୍ବାଦିକ ସୁଧାକର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜେତା ଏବଂ ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।