୧୮ନଂ ଜାତୀୟରାଜପଥ ବେତନଟୀ ଥାନା ଛକରେ ଚେକିଂ ସମୟରେ ମଦ୍ୟପ ଗାଡି ଚାଳକଙ୍କୁ ଧରିବା ସହିତ ଗୁରୁବାର ରାତି ସାଢେ ଦଶଟରେ ମାମଲା ରୁଜକରି ମୋଟରସାଇକେଲ ଜବତ ପୂର୍ବକ ତଦନ୍ତ ଆରମ୍ଭ କଲା ବେତନଟୀ ପୁଲିସ ପେଟ୍ରୋଲିଂ ଟିମ l ହସ୍ତଗତ ସୂଚନା ମୁତାବକ ବେତନଟୀ ପୁଲିସ ପେଟ୍ରୋଲିଂ ଟିମ ବଙ୍ଗଳାଛକରେ ଚେକିଂ କରୁଥିବା ସମୟରେ ସନ୍ଦେହ ହେବାରୁ ଓଡି-୦୧ଏଆର ୭୬୯୨ ନମ୍ବର ବିଶିଷ୍ଟ ମୋଟର ସାଇକେଲ ଅଟକାଇ ଯାଞ୍ଚ କରିଥିଲେ l