ଜୟପୁର: ଜୟପୁର ରାବଣ ପୋଡ଼ି: ପରାବେଡ଼ା ରାସ୍ତା ନୋ-ଭେହିକିଲ୍ ଜୋନ୍, ଜାଣନ୍ତୁ ନୂଆ ଟ୍ରାଫିକ୍ ନିୟମ
ଜୟପୁରରେ ରାବଣ ପୋଡ଼ି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ଅପରାହ୍ନ ୪ଟାରୁ ପରାବେଡ଼ା ରାସ୍ତା ନୋ-ଭେହିକିଲ୍ ଜୋନ୍। ଭାରୀଯାନ ପାଇଁ ଟ୍ରାଫିକ୍ ଡାଇଭର୍ସନ ସହ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଶାନ୍ତିଶୃଙ୍ଖଳାର ସହ ଦଶହରା ପାଳନ କରିବାକୁ ଜୟପୁର ପୋଲିସର ଅନୁରୋଧ।