ବିଞ୍ଝାରପୁର: ହରିପୁରରେ ରାଜ୍ୟର ପ୍ରସିଦ୍ଧ କୁଞ୍ଜ ଯାତ୍ରାର ମାହାତ୍ମ କୁ ନେଇ ସୂଚନା ଦେଲେ ଗୋପୀନାଥ ଜିୟୁ ମୁଖ୍ୟ ପୂଜକ ଶମ୍ବୁନାଥ ମିଶ୍ର
ହରିପୁରରେ ରାଜ୍ୟର ପ୍ରସିଦ୍ଧ କୁଞ୍ଜ ଯାତ୍ରାର ମାହାତ୍ମ କୁ ନେଇ ସୂଚନା ଦେଲେ ଗୋପୀନାଥ ଜିୟୁ ମୁଖ୍ୟ ପୂଜକ ଶମ୍ବୁନାଥ ମିଶ୍ର l ଆରମ୍ଭ ହେଇଛି ଓଡ଼ିଶାର ପ୍ରସିଦ୍ଧ କୁଞ୍ଜ ଯାତ୍ରା ଳ ରାସପୂର୍ଣ୍ଣିମାର ଆରମ୍ଭ ହେଇଥାଏ ଏହି କୁଞ୍ଜ l ତେବେ ଏହି କୁଞ୍ଜରେ ହଜାର ଦର୍ଶକ ଯୋଗଦେବାର ମାହାତ୍ମ ଉପରେ ସୂଚନା ଦେଲେ ପୂଜକ ଶ୍ରୀ ମିଶ୍ର l