ସମ୍ବଲପୁର ଧନକଉଡ଼ା ସ୍ଥିତ ଡେଫୋଡିଲ ଇଣ୍ଡର ଗାର୍ଡେନ ପ୍ଲେ ସ୍କୁଲର ଗ୍ରେଜୟୁସନ ସେରେମୋନି ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ହୀରାକୁଦ ଡିଗ୍ରୀ କଲେଜର ଇଂରାଜୀ ବିଭାଗର ମୁଖ୍ୟ ଶ୍ରୀମାନ୍ତିକା ଦାସ, ସମ୍ମାନିତ ଅତିଥି ଭାବେ ଡାଇରେକ୍ଟର ଏକାଡେ଼ମୀ ୟାସ୍ମିନ ବାନୋ, ଡାଇରେକ୍ଟର ଏକାଡେ଼ମୀ ଏକ୍ସଲେନ୍ସ ଡ଼ା. ଅବଦୁଲ ରସିଦ, ଡାଇରେକ୍ଟର କଳଚୁରାଲ ,ଏସ ଏ ଖାନ ପ୍ରମୁଖ ଯୋଗଦାନ କରିଥିଲେ l ଏହି ଅବସରରେ ପ୍ଲେ ସ୍କୁଲରେ ହୋଇଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ କୃତି ଅର୍ଜନ କରିଥିବା କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ l ପରେ ଛାତ୍ରଛାତ୍