ଟିଟିଲାଗଡ - ପାଞ୍ଚ ଟଙ୍କିଆ କୁରକୁରେ ଲାଇଟ ହାଉସ ପ୍ୟାକେଟ ଭିତରେ ଥିବା ଛୋଟ ଜରି ଖେଳଣା ସାଜିଛି କାଳ, ନିଆଁରେ ଖେଳଣା ପଡିବା କ୍ଷଣି ହେଉଛି ବିସ୍ଫୋରଣ...ଏମିତି ଏକ ବିସ୍ଫୋରଣ ଘଟି ନବାଳକ କୁନି ପିଲାର ଆଖି ହୋଇଛି ସମ୍ପୂର୍ଣ୍ଣ ନଷ୍ଟ,ଘଟଣାକୁ ନେଇ ମା ବାପା ହେଲେ ଥାନାର ଦ୍ୱାରସ୍ତ। ମା ଆଖିରୁ ଝରି ପଡୁଛି ଲୁହ, ମନର ଯନ୍ତ୍ରଣାକୁ ଚାପି ରଖି ପାରୁନାହିଁ ମାଆ.. କଥା କହିବା ମାତ୍ରକୁ ଆଖିରୁ ଝରି ଆସୁଛି ଲୁହ,ବାପା ବି କୋହ ଆଉ ଯନ୍ତ୍ରଣାକୁ ଚାପି ପାରୁନାହିଁ,ପାଖରେ ଏକ କୁନି ପିଲାଟିବି ରହିଛି l ଆଉ କୁନି ପିଲାର ଗୋଟିଏ ଆଖିରେ ବ୍ୟାଣ୍ଡେଜ ଲାଗିଛି l କାରଣ ପିଲାଟିର ଆଖି ସମ୍ପୂର୍ଣ୍ଣ