ସୋର: ବାଲେଶ୍ୱର ତୁଡ଼ିଗଡ଼ିଆରେ ପାଳିତ ହେଲା ଶହୀଦ ଦିବସ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦେଲେ ଶ୍ରଦ୍ଧାଞ୍ଜଳି
Soro, Balasore | Sep 28, 2026 ବାଲେଶ୍ୱରର ଐତିହାସିକ ରକ୍ତତୀର୍ଥ ତୁଡ଼ିଗଡ଼ିଆରେ ଶହୀଦ ଦିବସ ପାଳିତ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦେଇ ଅମର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।