ଘସିପୁରା: ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ହାଟଡିହି ଠାରେ ନିତ୍ୟାନନ୍ଦ ପହି ଙ୍କ ଫାର୍ମ ହାଉସ୍ ପରିଦର୍ଶନ
ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି ହାଟଡିହି ଠାରେ ନିତ୍ୟାନନ୍ଦ ପହି ଙ୍କ ଫାର୍ମ ହାଉସ୍ ଠାରେ ଧଳା ଘୁସୁରି ଚାଷ ଓ ଗୋ ଶାଳା ପରିଦର୍ଶନ କରିବା ଅବସରରେ । ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।