ଲକ୍ଷ୍ମୀପୁର: ଗଦରାଗୁଡା ତୋଟାରେ ବହୁଜନ ସମାଜ ପାର୍ଟି ତରଫରୁ ଏକ ବୈଠକ ଅନୁଷ୍ଠିତ
ଉକ୍ତ ବୈଠକରେ ଦଳର କୋରାପୁଟ ଜିଲ୍ଲା ସଭାପତି ଘନସ୍ୟାମ ହାଲୱା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନୀୟ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ସଭାପତି ପ୍ରମୋଦ କୁମାର ତୁରୁକ ଯୋଗଦେଇଥିବା ବେଳେ ବିଧାନ ସଭାର ପ୍ରଭାରୀ ଶ୍ରୀ ଯୋଗେଶ ମହାନନ୍ଦିଆ ମଞ୍ଚକୁ ପରିଚାଳନା କରିଥିଲେ।