ସୋନପୁର: ସୋନପୁରରେ ଜାତୀୟ ଯୁବ ଉତ୍ସବ 2026 ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସିଚନା ଅନୁସାରେ ଆଜି ଅପରାହ୍ନ 12 ଟା ସମୟରେ ଜାତୀୟ ଯୁବ ଉତ୍ସବ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ନିମନ୍ତେ, ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l