Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
���ायल
Fatehpur
Jodhpur
Amitshah
Uppolice

ରାଇରଙ୍ଗପୁର ସହର: ବାମନଘାଟି ସାଂସ୍କୃତିକ ପରିଷଦ ପକ୍ଷରୁ ରାଇରଙ୍ଗପୁର ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ରାଇରଙ୍ଗପୁର ସହରର ମାଉସୀ ମା ମନ୍ଦିର ସମ୍ମୁଖରେ ଶନିବାର ଅପରାହ୍ନ ପ୍ରାୟ ୫ ଟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସିନେ ତାରକା ଧର୍ମେନ୍ଦ୍ର, ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ବଲିଉଡ କଣ୍ଠ ଶିଳ୍ପୀ ଜୁବିନ ଗର୍ଗଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

MORE NEWS