ବେଗୁନିଆ: ଜାତୀୟ ରାଜପଥ 57 ଚୁଡା ଛକରେ ଭୟଙ୍କର ଦୁର୍ଘଟଣା, 2 ଗୁରୁତର
ଜାତୀୟ ରାଜପଥ 57 ର ଚୁଡା ଛକ ନିକଟରେ ଆଜି ଏକ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।