ସୁନ୍ଦରଗଡ ସହର: ହେମଗିରର ବିଭିନ୍ନ ସ୍ଥାନରେ ମା ମାନେ ପାଳିଲେ ପୁଅ ଜିଉଁତିଆ ଓଷା
ଆଜି ସେପ୍ଟେମ୍ୱର 14 ତାରିଖ ରବିବାର, ସନ୍ଧ୍ୟା 7 ଟା ଠାରୁ ରାତି 9:30 ପର୍ଯ୍ୟନ୍ତ ଚାଲିଥିଲା ଏହି ଓଷାର ବ୍ରତ ବା ପୂଜା। ସ୍ଥାନେ ସ୍ଥାନେ ମା ମାନେ ଏକତ୍ରିତ ହୋଇ ପାଳିଛନ୍ତି ଏହି ନିର୍ଜଳ ଉପବାସ, ପୁଅଙ୍କ ଦୀର୍ଘ ଜୀବନ ମାନସୀ ବ୍ରାହ୍ମଣଙ୍କ ଦ୍ଵାରା ପୂଜା କରିଛନ୍ତି ଜୀମୂତ ବାହନ ବା ଦୂତୀ ବାହନଙ୍କ ପୂଜା। ଆସନ୍ତା କାଲି ସକାଳେ ଭାଙ୍ଗିବ ବ୍ରତ କରିବେ ଜଳ ସ୍ପର୍ଶ।