ଆବଶ୍ୟକ ରହିଛି । କ୍ରିଡା ଦ୍ଵାରା ଛାତ୍ରୀ ଛାତ୍ର ମାନେ ସେମାନ ଙ୍କର ପରିଚୟ ସୃଷ୍ଟି କରି ପାରିବେ ବୋଲି ସୋମବାର ଦିନ କିଶୋରନଗର ବ୍ଲକ ଲୁହାମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ବାର୍ଷିକ କ୍ରିଡା ପ୍ରତିଯୋଗୀତା ର ଉଦଯାପନୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅତିଥି ମାନେ ମିଷ୍ଟର ପ୍ରକାଶ କରିଛନ୍ତି । ଏହି କ୍ରିଡା କୁ ଗ୍ରାମ ସଭାପତି ଗୋବିନ୍ଦ ଚନ୍ଦ୍ର ରାଉଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟତମ ଅତ