ସୋନପୁର: ସହରର ଗଙ୍ଗାଧର ମେହେର ଛକ ଠାରେ ଆଜିଠୁ ଆରମ୍ଭ ହୋଇଛି ଅଷ୍ଟପ୍ରହରୀ ନାମ ଯଜ୍ଞ।
ସୁବର୍ଣ୍ଣପୁର ସହରର ଗଙ୍ଗାଧର ମେହେର ଛକ ଠାରେ ଆଜିଠୁ ଆରମ୍ଭ ହୋଇଛି ଅଷ୍ଟପ୍ରହରୀ ନାମ ଯଜ୍ଞ। ସକାଳ ପାଇଲେ କାର୍ତିକ ମାସର ଚତୁରଦସୀ ଏହି ଅବସରରେ ଆଜି ସହରର ଚିରସ୍ରତା ମହାନଦୀ ରୁ ମାଁ ଗଙ୍ଗା ଙ୍କୁ ପୂଜା ଆରଧନା କରି ।ଜଳକଳସୀ ନେଇ ପୂଜା ମଣ୍ଡପକୁ ଆଣି ଥିଲେ ସ୍ଥାନୀୟ ମହିଳା ମାନେ।ପୂଜା ଅର୍ଚନା କଲା ପରେ ଆଜି ସଂଧ୍ୟା ପ୍ରାୟ ୬ଟାରୁ ନାମ ଆରମ୍ଭ ହୋଇଛି।ବିଭିନ୍ନ ଜିଲ୍ଲାରୁ କିତ୍ତନ ମଣ୍ଡିଳି ମାନେ ଆସି ହରେକୃଷ୍ଣ ହରେରାମ ଧ୍ବନିରେ ପ୍ରକମ୍ପିତ ହେଉଛି ସମଗ୍ର ଅଞ୍ଚଳ।