Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
Coronavirus
कांग्रेस
मौत
Accident
Congress
Modi
Delhi
Viral
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Chhattisgarh
Uttarpradesh
Haryana
Uttarakhand
लखनऊ

ଆନନ୍ଦପୁର: ଷଡ଼ଙ୍ଗୀ ଗ୍ରାମରେ ବାଘ ଆତଙ୍କ, ବନ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି

Anandapur, Kendujhar | Nov 5, 2025
ଆନନ୍ଦପୁର ସହର ଉପକଣ୍ଠ ଷଡ଼ଙ୍ଗୀ ଗ୍ରାମରେ ବାଘ ଆତଙ୍କ ଦେଖା ଦେଇଛି। ମଙ୍ଗଳବାର ରାତିରେ ଷଡଙ୍ଗୀ ଗାଁକୁ ଏକ ବାଘ ଆସିଥିବା ବେଳେ କୁକୁର ମାନେ ଭୁକିବାରୁ ଲୋକେ ଉଠିପଡ଼ିଥିଲେ ଓ ଗୋଟିଏ ବାଘ ଆସିଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ଆଜି ଦିନ ଗୋଟାଏ ବେଳେ ଘଟଣାସ୍ଥଳରେ ପହଞ୍ଚି ପାଦ ଚିହ୍ନକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରୁଛନ୍ତି।

MORE NEWS