କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ସଭାଗୃହରେ ଶନିବାର ୧୦ଟାରେ ବ୍ଲକ ଶିକ୍ଷା ବିଭାଗ ତରଫରୁ ଏ୧ ପାଇଥିବା କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି
କାମାକ୍ଷାନଗର ବ୍ଲକ ସଭାଗୃହରେ ଶନିବାର ୧୦ଟାରେ ବ୍ଲକ ଶିକ୍ଷା ବିଭାଗ ତରଫରୁ ଏ୧ ପାଇଥିବା କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଶିକ୍ଷା ବିଭାଗ ତରଫରୁ ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଏ୧ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶନିବାର ବ୍ଲକ ସଭାଗୃହରେ ସମ୍ବର୍ଦ୍ଧିତ କରାଯାଇଛି ।ଏଠାରେ ବ୍ଲକ ଶିକ୍ଷା ଅଧିକାରୀ ସରୋଜ ସାହୁ ମୁଖ୍ୟ ଅତିଥି ଭାବରେ ରହିଥିଲେ ।