ହାଟପଦା ପାଖରେ ଅଟୋ ସହ ବାଇକ୍ ମୁହଁ। ମୁହିଁ ଧକ୍କା,ବାଇକ୍ ଆରୋହୀ ଗୁରୁତର ଓ ଅଟୋ ରେ ବସିଥିବା ଜଣେ ଝିଅ ଆହାତ ।ଘଟଣା ସ୍ଥଳରେ 108 ପହଞ୍ଚି ଦୁଇ ଜଣ ଙ୍କୁ ଆଣି ଜି ଉଦୟଗିରି ମେଡିକାଲ ରେ ଭର୍ତ୍ତି କରାଯାଇଅଛି।ବାଇକ୍ ଆରୋହୀ ସେହି ହାଟପଦା ପାଖରେ ଘର ,ନାମ ମୁନା ପ୍ରଧାନ।କ୍ଷୀପ୍ର ଗତିରେ ଆସୁଥିବା ବେଳେ ଏପରି ଦୁର୍ଘଟଣା ହୋଇ ଥିବାର ଅନୁମାନ କରାଯାଉଛି।