ପାରଳାଖେମୁଣ୍ଡି: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଗୁମ୍ମାର ବିଦ୍ୟାର୍ଥୀ ଏବଂ ଅଭିଭାବକ ମାନଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ।
ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଗୁମ୍ମାର ବିଦ୍ୟାର୍ଥୀ ମାନଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଗୁମ୍ମାର ବିଦ୍ୟାର୍ଥୀ ମାନେ ୨୦୨୫-୨୦୨୬ ଶିକ୍ଷା ବର୍ଷର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ରାବାସ ଏବଂ ପାଠପଢା ଯୋଗାଇବା ନିମନ୍ତେ ଆଜି ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଥିବା ଦେଖିବାକୁ ମିଳିଛି। ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMAS) ଗୁମ୍ମା ଚଳିତ (୨୦୨୫ ୨୦୨୬) ଶିକ୍ଷା ବର୍ଷରେ ନାମ ଲେଖାଇବା ନିମନ୍ତେ ତା- ୨୩.୦୨.୨୦୨୫