ପୁରୀ ମ୍ୟୁନିସିପାଲଟି: ପୁରୀରେ ରୋଲ ପର୍ଯ୍ୟବେକ୍ଷକ ଶ୍ରୀମତୀ ରଶ୍ମିତା ପଣ୍ଡାଙ୍କ ଦ୍ୱିତୀୟ ଗସ୍ତ ଏସ ଆଇ ଆର କାର୍ଯ୍ୟ ଭଲ ଅବସ୍ଥାରେ
Puri M, Puri | Sep 8, 2026 ପୁରୀରେ ରୋଲ ପର୍ଯ୍ୟବେକ୍ଷକ ଓ କମିଶନର-କମ୍-ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା ଦ୍ୱିତୀୟଥର ଗସ୍ତ କରିବା ସହ ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏସ ଆଇ ଆର କାର୍ଯ୍ୟ ସମୀକ୍ଷା କରିଥିଲେ। ସାମଗ୍ରିକ ଅଗ୍ରଗତି ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି।