ଯାଜପୁର: ମା ବିରଜାଙ୍କ ପୀଠରେ ଆଜି ଠାରୁ ଆରମ୍ଭ ରଥଯାତ୍ରା,ମା ଙ୍କ ପୀଠରେ ରଥଯାତ୍ରା ପରମ୍ପରାକୁ ନେଇ ସୂଚନା ଦେଲେ ସେବାୟତ ବିରଜା ପାଣି
Jajapur, Jajpur | Sep 22, 2025 ମା ବିରଜାଙ୍କ ପୀଠରେ ଆଜି ଠାରୁ ଆରମ୍ଭ ରଥଯାତ୍ରା,ମା ଙ୍କ ପୀଠରେ ରଥଯାତ୍ରା ପରମ୍ପରାକୁ ନେଇ ସୂଚନା ଦେଲେ ସେବାୟତ ବିରଜା ପାଣି l ଆଜି ଠାରୁ ମା ବିରଜାଙ୍କ ପୀଠରେ 9ଦିନ ଧରି ଆରମ୍ଭ ହେବ ରଥଯାତ୍ରା l ମା ରଥରେ ବାସୀ ପୁରା ବେଢା ପରିକ୍ରମା କରିବେ l ବିଶ୍ୱାସ ଅଛି ରଥ ଉପରେ ମା ଙ୍କୁ ମୁଖ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହେଇଥାଏ l ଏହି ରଥଯାତ୍ରାର ପରମ୍ପରା ସମ୍ପର୍କରେ ସୂଚନା ଦେଲେ ସେବାୟତ ଶ୍ରୀ ପାଣି l