Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ସୋର: ସିମୁଳିଆ :ଖଞ୍ଜାମାହାଲ ପଥର ଖାଦାନରେ ତହସିଲ ଏବଂ ଖଣି ବିଭାଗର ଚଢ଼ାଉ, ନିଲାମ ହେଲା ଜବତ ପଥର

Soro, Balasore | Nov 5, 2025
ସୋର ତହସିଲ ଓ ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ଖଞ୍ଜାମାହାଲ ପଥର ଖାଦାନରେ ଚଢ଼ାଉ କରାଯାଇ ବିପୁଳ ପଥର ଜବତ କରି ଏହାକୁ ନିଲାମ କରାଯାଇଥିବା ଜଣାପଡିଛି। ମିଳିଥିବା ସୁଚନା ଅନୁସାରେ ଆଜି ଅପରାହ୍ଣରେ ବାଗୁଡି ପଥର ଖାଦାନରେ ବେଆଇନ ବ୍ଲାଷ୍ଟିଂ ହୋଇଥିବା ଖବର ପାଇ ସୋର ତହସିଲଦାର ଦୈତାରୀ ମଳ୍ଲିକ ଓ ବାଲେଶ୍ୱର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଖାଦାନରେ ଚଢ଼ାଉ କରିଥିଲେ।ଏହି ସମୟରେ ବନ୍ଦ ପଡିଥିବା ୫୫ ନମ୍ବର କ୍ଵାରୀରୁ ୪୦୦ ସିଏମ ଏବଂ ୫୬ ନମ୍ବର କ୍ୱାରୀରୁ ୪୦୦ ସିଏମ ଏବଂ ଅନ୍ୟ ସ୍ଥାନରେ ଗଛିତ ଥିବା ୩୦୦ ସିଏମ ପଥରକୁ ଜବତ କରି ଏହାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନିଲାମ ଡକାଯାଇଥିଲା।