#ବିଶ୍ଵାପ୍ରସିଦ୍ଧ_ମହାବଳୀ_ଯାତ୍ରା_ଅନୁଷ୍ଠିତ
#rishitv #worldfamous #yatra #subarnapur
#sonepur #yanta #tantra #mantra #pitha
#highlight #viral #ShaktiPuja #durga #duserra
ସୁବର୍ଣପୁର ମାଟି ମନ୍ତ୍ର ଯନ୍ତ୍ର ତନ୍ତ୍ର କେନ୍ଦ୍ର ସ୍ଥଳୀ ଏବଂ ମନ୍ଦିର ମାଳିନୀ ଭାବେ ବେଶ ପରିଚିତ ମହାବଳୀ ଯାତ୍ରା ପାଇଁ ବିଶ୍ୱ ପ୍ରସିଦ୍ଧ ଅଟେ କଉ ଆବାହନ କାଳରୁ ଚାଲିଆସୁଛି ଏହି ପ୍ରଥା.ଅଷ୍ଟ ଚଣ୍ଡୀ ଏଠି ପୂଜା ପାଆନ୍ତି. ଶକ୍ତି ଉପାସନା ର କେନ୍ଦ୍ର ବିନ୍ଦୁ ଅଟେ ସୋନପୁର ସହର.
Sonapur, Subarnapur (Sonepur) | Oct 20, 2026