Public App Logo
Jansamasya
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
स्कूल
Haryana
Uttarpradesh
Cricket
शादी
Crimenews

ଖଲ୍ଲିକୋଟ୍: ଲଙ୍ଗଳେଶ୍ୱର ଗ୍ରାମ ଓଡ଼ିଆରପି କଲୋନୀ ରେ ଡିଜେ ଶବ୍ଦରେ ବେହୋସ ହୋଇ ଗଲେ ମହିଳା; ମେଡିକାଲ ରେ ଭର୍ତ୍ତି

Khalikote, Ganjam | Dec 4, 2025
ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ଗ୍ରାମ ଓଡ଼ିଆରପି କଲୋନୀ ରେ ଗତକାଲି ରାତି ପ୍ରାୟ ୯ ଟା ସମୟରେ ଏକ ବିବାହ ପଟୁଆର ରେ ଯାଉଥିବା ଡିଜେ ର ଅତ୍ୟଧିକ ଶବ୍ଦ ସହି ନ ପାରି ଜଣେ ବିବାହିତ ଜଣେ ମହିଳା ବେହୋସ ହୋଇ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି । ତେବେ ଏ ସମ୍ପର୍କରେ ଖଲ୍ଲିକୋଟ ଥାନା ରେ କୌଣସି ଏତେଲା ହୋଇ ନଥିବା ସୂଚନା ମିଳି ଥିବା ବେଳେ ଆଜି ସକାଳ ୫ ଟା ସମୟରେ ମହିଳା ଜଣଙ୍କ ଖଲ୍ଲିକୋଟ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଦେଖିବାକୁ ମିଳିଛି ।