କଟକ ଅର୍ବାନହାଟରେ ଅବ୍ୟବସ୍ଥା: ମାସିକ ୫ ଲକ୍ଷ ଆଦାୟ, ହେଲେ ସୁବିଧା ଶୂନ୍ୟ
କଟକ ଅର୍ବାନହାଟରେ ୩ ବର୍ଷ ପରେ ବି ସୁଧୁରୁନି ମୌଳିକ ସମସ୍ୟା। କେଏମସି ମାସିକ ୫ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରୁଥିଲେ ମଧ୍ୟ ପରିମଳ ଓ ଶୌଚାଳୟ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଜବରଦଖଲ ଓ ରାସ୍ତାରେ ପାର୍କିଂ ଯୋଗୁଁ ସୃଷ୍ଟି ହେଉଛି ଟ୍ରାଫିକ ସମସ୍ୟା।