Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

#ଧାରଣାରେ_ମାତାଲ_ବାବୁ_ଭିଡିଓ_ଭାଇରାଲ ବୌପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଘରେ ଧାରଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ନେଇ ଧାରଣାରେ ସୁରକ୍ଷାମଞ୍ଚ #koraputmedia #boypariguda #KoraputNews

Boriguma, Koraput | Jun 3, 2026

MORE NEWS

#ମହୁମାଛି_ଆକ୍ରମଣ_ରେ_ଜଣେ_ମୃତ_ଜଣେ_ଆହତ
ମହୁମାଛି ଆକ୍ରମଣ ରେ ଜଣେ ମୃତ ଜଣେ ଆହତ। ବୋରିଗୁମ୍ମା ହରଡ଼ାଗୁଡା ପଞ୍ଚାୟତ ମୋରାଡ଼ ଗାଁ ର ଶ୍ୟାମସୁନ୍ଦର କନ୍ଦପାନ ମହୁମାଛି ଆକ୍ରମଣ ରେ ମୃତ ଗାଁ ପାଖ ଜଙ୍ଗଲ କୁ ଆମ୍ବ ତୋଳିବା ପାଇଁ ଯାଇଥିଲେ ସେହି ସମୟରେ ହଠାତ ମହୁମାଛି ଆକ୍ରମଣ କରିଥିଲେ 
#koraputmedia #borigumma #KoraputNews

#ମହୁମାଛି_ଆକ୍ରମଣ_ରେ_ଜଣେ_ମୃତ_ଜଣେ_ଆହତ ମହୁମାଛି ଆକ୍ରମଣ ରେ ଜଣେ ମୃତ ଜଣେ ଆହତ। ବୋରିଗୁମ୍ମା ହରଡ଼ାଗୁଡା ପଞ୍ଚାୟତ ମୋରାଡ଼ ଗାଁ ର ଶ୍ୟାମସୁନ୍ଦର କନ୍ଦପାନ ମହୁମାଛି ଆକ୍ରମଣ ରେ ମୃତ ଗାଁ ପାଖ ଜଙ୍ଗଲ କୁ ଆମ୍ବ ତୋଳିବା ପାଇଁ ଯାଇଥିଲେ ସେହି ସମୟରେ ହଠାତ ମହୁମାଛି ଆକ୍ରମଣ କରିଥିଲେ #koraputmedia #borigumma #KoraputNews

Boriguma, Koraput | Jun 11, 2026

#ଦୁଇ_ଟ୍ରେନ୍_ମୁହାଁମୁହିଁ_ଧକ୍କା
ଭୁବନେଶ୍ୱରରେ ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଗୋଟିଏ ଟ୍ରାକ୍ ରେ ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍ । ଝାରପଡ଼ା ବ୍ରିଜ୍ ନିକଟରେ ଆଜି ଘଟିଛି ଏହି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାର କାରଣ ଜଣାପଡ଼ିନି। 
#RailwayNews_Bhubaneswar #TrainIncident_Bhubaneswar
#BhubaneswarRailway #OdishaNews #RailSafety #TrainOperations #LocoPilot #koraputmedia

#ଦୁଇ_ଟ୍ରେନ୍_ମୁହାଁମୁହିଁ_ଧକ୍କା ଭୁବନେଶ୍ୱରରେ ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଗୋଟିଏ ଟ୍ରାକ୍ ରେ ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍ । ଝାରପଡ଼ା ବ୍ରିଜ୍ ନିକଟରେ ଆଜି ଘଟିଛି ଏହି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାର କାରଣ ଜଣାପଡ଼ିନି। #RailwayNews_Bhubaneswar #TrainIncident_Bhubaneswar #BhubaneswarRailway #OdishaNews #RailSafety #TrainOperations #LocoPilot #koraputmedia

Boriguma, Koraput | Jun 11, 2026

#ବୋରିଗୁମ୍ମାରେ_କାଳବୈଶାଖୀ_ରଚିଲା_ତାଣ୍ଡବ
କାଳବୈଶାଖୀ ର ପ୍ରଭାବ ରେ ଗଛ ଉପାଡ଼ି ଘର ଭାଙ୍ଗିଲା ଉଡ଼ିଲା ପାଣି ଟାଙ୍କି,ଗଛ ପଡି ବୁଲେଟ ଗାଡି ନଷ୍ଟ ବୋରିଗୁମ୍ମା ଅଞ୍ଚଳରେ ହଠାତ ଜୋର ରେ ପବନ ସାଙ୍ଗକୁ ମାଡି ଆସିଲା ବର୍ଷା 
#koraputmedia #borigumma #KoraputNews

#ବୋରିଗୁମ୍ମାରେ_କାଳବୈଶାଖୀ_ରଚିଲା_ତାଣ୍ଡବ କାଳବୈଶାଖୀ ର ପ୍ରଭାବ ରେ ଗଛ ଉପାଡ଼ି ଘର ଭାଙ୍ଗିଲା ଉଡ଼ିଲା ପାଣି ଟାଙ୍କି,ଗଛ ପଡି ବୁଲେଟ ଗାଡି ନଷ୍ଟ ବୋରିଗୁମ୍ମା ଅଞ୍ଚଳରେ ହଠାତ ଜୋର ରେ ପବନ ସାଙ୍ଗକୁ ମାଡି ଆସିଲା ବର୍ଷା #koraputmedia #borigumma #KoraputNews

Boriguma, Koraput | Jun 10, 2026

#ମାନବିକତା_ଦେଖାଇଲେ_ନବରଙ୍ଗପୁର_ବିଡିଓ 
ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ ବୃଦ୍ଧା। ଅଫିସ ଗାଡ଼ିରେ ଘରେ ଛାଡ଼ିଲେ ବିଡିଓ। ପ୍ରଶାସନିକ ଅଧିକାରୀଙ୍କ ମାନବିକତାର ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟିରେ। ପ୍ରଚଣ୍ଡ ଖରା ଓ ଗରମ ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା ସାରି ଚାଲି ଚାଲି ଘରକୁ ଫେରୁଥିବା ଜଣେ ବୃଦ୍ଧାଙ୍କୁ ଦେଖି ସହାୟତାର ହାତ ବଢ଼ାଇଥିଲେ ବିଡିଓ। 
#Nabarangpur #Humanity #BDO #GoodGovernance #OdishaNews #HeartwarmingNews #PublicService #BreakingNews #koraputmedia

#ମାନବିକତା_ଦେଖାଇଲେ_ନବରଙ୍ଗପୁର_ବିଡିଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ ବୃଦ୍ଧା। ଅଫିସ ଗାଡ଼ିରେ ଘରେ ଛାଡ଼ିଲେ ବିଡିଓ। ପ୍ରଶାସନିକ ଅଧିକାରୀଙ୍କ ମାନବିକତାର ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟିରେ। ପ୍ରଚଣ୍ଡ ଖରା ଓ ଗରମ ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା ସାରି ଚାଲି ଚାଲି ଘରକୁ ଫେରୁଥିବା ଜଣେ ବୃଦ୍ଧାଙ୍କୁ ଦେଖି ସହାୟତାର ହାତ ବଢ଼ାଇଥିଲେ ବିଡିଓ। #Nabarangpur #Humanity #BDO #GoodGovernance #OdishaNews #HeartwarmingNews #PublicService #BreakingNews #koraputmedia

Boriguma, Koraput | Jun 10, 2026

#ଢେଲା_ମାଡ_କରି_କାଚ_ଫଟେଇ_ଥିଲେ 
ସରକାରୀ ବସ୍ ଉପରକୁ ଢେଲା ମାଡ କରି ସରକାରୀ ବସର କାଚ ଗୁଣ୍ଡ କରିଥିଲେ ଦୁର୍ବୃତ୍ତ । ସେମିଳିଗୁଡା ସହରର  ନାଲକୋ ଛକ ନିକଟରେ ରାତିରେ ଗୋଟାଏବେଳେ ଏକ ସରକାରୀ ବସ୍ ଉପରେ ଢେଲାପଥର ମାଡ଼ କୋରିଥିଲେ ଆଜି ୩ ଜଣକୁ ଗିରଫ କଲା ପୋଲିସ 
#Koraput #Semiliguda #PassengerSafety #OdishaNews #BusAttack #PoliceAction

#ଢେଲା_ମାଡ_କରି_କାଚ_ଫଟେଇ_ଥିଲେ ସରକାରୀ ବସ୍ ଉପରକୁ ଢେଲା ମାଡ କରି ସରକାରୀ ବସର କାଚ ଗୁଣ୍ଡ କରିଥିଲେ ଦୁର୍ବୃତ୍ତ । ସେମିଳିଗୁଡା ସହରର ନାଲକୋ ଛକ ନିକଟରେ ରାତିରେ ଗୋଟାଏବେଳେ ଏକ ସରକାରୀ ବସ୍ ଉପରେ ଢେଲାପଥର ମାଡ଼ କୋରିଥିଲେ ଆଜି ୩ ଜଣକୁ ଗିରଫ କଲା ପୋଲିସ #Koraput #Semiliguda #PassengerSafety #OdishaNews #BusAttack #PoliceAction

Boriguma, Koraput | Jun 9, 2026