Public App Logo
Jansamasya
News
Maharashtra
Bjp
National
Police
Bihar
India
Gujarat
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Cm
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Pm
Uttarpradesh
Haryana

ଭଦ୍ରକ: : #ଦେଖନ୍ତୁ_ହଦଗଡ଼_ଡ୍ୟାମ୍_ର_ଦୃଶ୍ୟ ବର୍ତ୍ତମାନ ସୁଦ୍ଧା ଦୁଇଟି ଗେଟ ଖୋଲା ଅଛି #SSNews #Hadagada #heavyrain #Odisha #rain

Bhadrak Rural, Bhadrak | Jul 30, 2026

MORE NEWS

ଭଦ୍ରକ: ନାଜାର ନାଳ ଉପରେ ଜବରଦଖଲ, ଡ୍ରେନ ଉପରେ ହୋଇଛି ଦୋକାନ ଘର ଭଦ୍ରକ ବିଧାୟକ ଜବର ଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଦେଲେ ନିର୍ଦ୍ଦେଶ। ୭ଦିନ ମଧ୍ୟରେ ଦୋକାନ ଘର ହେବ ଉଚ୍ଛେଦ।

ଭଦ୍ରକ: ନାଜାର ନାଳ ଉପରେ ଜବରଦଖଲ, ଡ୍ରେନ ଉପରେ ହୋଇଛି ଦୋକାନ ଘର ଭଦ୍ରକ ବିଧାୟକ ଜବର ଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଦେଲେ ନିର୍ଦ୍ଦେଶ। ୭ଦିନ ମଧ୍ୟରେ ଦୋକାନ ଘର ହେବ ଉଚ୍ଛେଦ।

Bhadrak Rural, Bhadrak | Jul 30, 2026

🚨⚡ ବଡ଼ ଅଘଟଣ ଅଳ୍ପକେ ଟଳିଲା!

ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର ଷ୍ଟେସନରେ ଲୋକାଲ୍ ଟ୍ରେନ୍ ଉପରେ ୧୧,୦୦୦-ଭୋଲ୍ଟ ଓଭରହେଡ୍ ବିଦ୍ୟୁତ୍ ତାର ଖସିପଡ଼ିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ସୌଭାଗ୍ୟବଶତଃ ବଡ଼ ଦୁର୍ଘଟଣା ଏଡ଼ାଯାଇଥିଲା। ଘଟଣାର ତଦନ୍ତ ଜାରି ରହିଛି।

🎥 ପୂରା ଭିଡିଓ ଦେଖନ୍ତୁ, ମତାମତ ଦିଅନ୍ତୁ ଏବଂ ଏହି ଖବରକୁ Share କରନ୍ତୁ।

#BreakingNews #Dakshineswar #TrainNews #WestBengal #IndianRailways #RCNODIA #ViralNews

🚨⚡ ବଡ଼ ଅଘଟଣ ଅଳ୍ପକେ ଟଳିଲା! ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର ଷ୍ଟେସନରେ ଲୋକାଲ୍ ଟ୍ରେନ୍ ଉପରେ ୧୧,୦୦୦-ଭୋଲ୍ଟ ଓଭରହେଡ୍ ବିଦ୍ୟୁତ୍ ତାର ଖସିପଡ଼ିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୌଭାଗ୍ୟବଶତଃ ବଡ଼ ଦୁର୍ଘଟଣା ଏଡ଼ାଯାଇଥିଲା। ଘଟଣାର ତଦନ୍ତ ଜାରି ରହିଛି। 🎥 ପୂରା ଭିଡିଓ ଦେଖନ୍ତୁ, ମତାମତ ଦିଅନ୍ତୁ ଏବଂ ଏହି ଖବରକୁ Share କରନ୍ତୁ। #BreakingNews #Dakshineswar #TrainNews #WestBengal #IndianRailways #RCNODIA #ViralNews

Bhadrak Rural, Bhadrak | Jul 30, 2026

🌊🚨 ହଦଗଡ଼ ଡ୍ୟାମର ଭୟଙ୍କର ଦୃଶ୍ୟ!

ପ୍ରବଳ ବେଗରେ ନିଷ୍କାସିତ ହେଉଛି ବନ୍ୟାଜଳ। ଡ୍ୟାମ ନିକଟର ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ!

🎥 ପୂରା ଭିଡିଓ ଦେଖନ୍ତୁ ଓ କମେଣ୍ଟରେ ଜଣାନ୍ତୁ— ଏଭଳି ଦୃଶ୍ୟ ଆପଣ ପୂର୍ବରୁ କେବେ ଦେଖିଛନ୍ତି କି?

🙏 ଅନାବଶ୍ୟକ ଭାବେ ଡ୍ୟାମ ନିକଟକୁ ଯାଆନ୍ତୁ ନାହିଁ ଏବଂ ସୁରକ୍ଷିତ ରୁହନ୍ତୁ।

#HadagarhDam #Flood #OdishaFlood #BreakingNews #RCNODIA #Odisha #ViralVideo #FloodUpdate

🌊🚨 ହଦଗଡ଼ ଡ୍ୟାମର ଭୟଙ୍କର ଦୃଶ୍ୟ! ପ୍ରବଳ ବେଗରେ ନିଷ୍କାସିତ ହେଉଛି ବନ୍ୟାଜଳ। ଡ୍ୟାମ ନିକଟର ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ! 🎥 ପୂରା ଭିଡିଓ ଦେଖନ୍ତୁ ଓ କମେଣ୍ଟରେ ଜଣାନ୍ତୁ— ଏଭଳି ଦୃଶ୍ୟ ଆପଣ ପୂର୍ବରୁ କେବେ ଦେଖିଛନ୍ତି କି? 🙏 ଅନାବଶ୍ୟକ ଭାବେ ଡ୍ୟାମ ନିକଟକୁ ଯାଆନ୍ତୁ ନାହିଁ ଏବଂ ସୁରକ୍ଷିତ ରୁହନ୍ତୁ। #HadagarhDam #Flood #OdishaFlood #BreakingNews #RCNODIA #Odisha #ViralVideo #FloodUpdate

Bhadrak Rural, Bhadrak | Jul 30, 2026