ଲକ୍ଷ୍ମୀପୁର: ନାରାୟଣପାଟଣାରେ ପାଳିତ ହେଲା ମହାତ୍ମା ଗାନ୍ଧୀ ଜୟନ୍ତୀ
ନାରାୟଣପାଟଣାରେ ଆଜି ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଠନ ପାଇଁ ଗାନ୍ଧୀଜୀଙ୍କ ଆଦର୍ଶକୁ ଅନୁସରଣ କରିବାକୁ ଆହ୍ୱାନ ଦିଆଯାଇଛି। ବ୍ଲକ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ପଦାଧିକାରୀ ଏଥିରେ ସାମିଲ ଥିଲେ।