ପାଟଣାଗଡ: ଠକେଇ ଅଭିଯୋଗ ରେ ଗିରଫ ହୋଇ ଥିବା ଅଜିତ ପାତ୍ର ଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି ସିବିଆଇ
ତିନି ଦିନ ତଳେ ପାଟଣାଗଡ଼ ର ଅଜିତ ପାତ୍ର ଠକେଇ ଅଭିଯୋଗ ରେ ସିବିଆଇ ହାତରେ ଧରାପଡିଥିଲା ।ସିବିଆଇ ଅଜିତ ର ପାଟଣାଗଡ଼ ବାସଗୃହ କଙ ଆସି ତଦନ୍ତ କରି ବିଭିନ୍ନ କାଗଜପତ୍ର ଜବତ କରି ଥିବା ବେଳେ ତାଙ୍କ ପରିବାର ର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଥିବା ଗୁରୁବାର ସନ୍ଧ୍ୟା ରେ ଜଣାପଡିଛି ।