Public App Logo
Jansamasya
Iranusconflict
Tribute
Infrastructure
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi

ଝରିଗାଁ: ଯୁବସମାଜକୁ ନେଇ ଝରିଗାଁ ବିଶ୍ୱ ଏଡସ ଦିବସ ପାଳିତ

Jharigan, Nabarangpur | Dec 1, 2025
ଆଜି ବିଶ୍ଵ ଏଡ଼ସ ଦିବସ ଅବସରରେ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ରେଡକ୍ରସ ଓ ରେଡ ରିବନର ମିଳିତ ଉଦ୍ୟମରେ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ରାଳି ସହ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରାଯାଇଥିଲା।