Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

#ଥାନା_ଅଧିକାରୀଙ୍କ_ଦୁର୍ବ୍ୟବହାର_ପ୍ରତିବାଦରେ ଏସ୍‌ପି ଅଫିସରେ ଧାରଣା ଦେଇଛନ୍ତି ସାମ୍ବାଦିକ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ କଳାମୁଗୁନି ପଥର ଖଣିରେ ବ୍ଲାଷ୍ଟିଂ ଘଟଣାର ସୂଚନା ମାଗିବାରୁ ଥାନା ଅଧିକାରୀ ଧିରେନ ସ୍ୱାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।ଏହି ଅଭିଯୋଗ ଉପରେ ଗତକାଲି ଜିଲ୍ଲା ସାମ୍ବାଦିକ ସଂଘ ଏସପିଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲା! #Odisha #BreakingNews #PoliceAction #journalistchallenge #Dhenkanal #OdishaSangram