Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପାଲଲହଡା: ପାଲଲହଡ଼ାରେ ବିଜେପିର ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ

Palalahada, Angul | Dec 31, 2025
ବୁଧବାର ସକାଳ ୧୧.୩୦ ମିନିଟ ସମୟରେ ପାଳଲହଡା ମଣ୍ଡଳ ସାଙ୍ଗଠନିକ ବୈଠକରେ ଯୋଗଦାନ କରି ଏହି ବୈଠକରେ ପାଳଲହଡା ପାଇଁ ବିଗତ ଦିନରେ କରିଥିବା କାର୍ଯ୍ୟର ସମ୍ପୂର୍ଣ ବିବରଣୀ ଓ ଆଗାମୀ ଦିନରେ କରିବାକୁ ଯାଉଥିବା ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ କହି ଓ ମିଶ୍ରଣ ପର୍ବ ଦ୍ୱାରା ବିଜେଡି ଦଳକୁ ପରିତ୍ୟାଗ କରି ବିଜେପି ଦଳକୁ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଦଳର ଉତ୍ତରୀୟ ଓ ଟୋପି ଦେଇ ବିଜେପି ଦଳକୁ ସ୍ୱାଗତ କଲେ ବିଧାୟକ ଅଶୋଜ ମହାନ୍ତି ।
ପାଲଲହଡା: ପାଲଲହଡ଼ାରେ ବିଜେପିର ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ - Palalahada News