ଆଜି ଡିସେମ୍ବର 20 ତାରିଖ ଶନିବାର ପୂର୍ବାହ୍ନ 11 ଟା ରୁ ଆରମ୍ଭ ହୋଇ ଅପରାହ୍ନ 4:30 ପର୍ଯ୍ୟନ୍ତ ଚାଲିଥିଲା ଏହି ବର୍ଣ୍ଣାଢ଼୍ୟ ବାର୍ଷିକ ଉତ୍ସବ।ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଦର ସୁନ୍ଦରଗଡ଼ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ଉତ୍ସବର ଶୁଭାରମ୍ଭ କରିଥଲେ। ଉତ୍ସବର ଅନ୍ୟ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରାଜ କିଶୋରୀ ଏକ୍କା, ସମିତି ସଭ୍ୟ ଜିତେନ୍ଦ୍ର କର,ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କ୍ଲେମେଟ କୁଲ୍ଲୁ ଓ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀୟାଲାଲ ପୃଷେଠ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତାଙ୍କ ଭାଷଣ ମ